କୋଭିଡ ନିୟମ ଉଲ୍ଲଂଘନ ପାଇଁ ଭୁବନେଶ୍ୱରର କୋଚିଂ ସେଂଟର ସିଲ୍‌

ଭୁବନେଶ୍ୱର- କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱରର ଜୟଦେବ ବିହାରର ଥିବା ଏକ ପ୍ରାଇଭେଟ୍ କୋଚିଂ ସେଂଟରକୁ ସିଲ୍ କରିଦିଆଯାଇଛି । ଆଜି ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟରରେ ନଜର ରଖାଯିବ । ବିଏମସିର ସବୁ ୩ଟି ଜୋନରେ ଚଢାଉ ହେବ । କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରଖିବାକୁ ବିଏମସି ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ଉଦ୍ୟମ ଚଳାଇଛି ।

Comments are closed.