ମଧ୍ୟବିତ୍ତ ଓ ଚାକିରିଆ ନିରାଶ : ଆୟକର ସ୍ଲାବ ଅପରିବର୍ତ୍ତିତ

ନୂଆଦିଲ୍ଲୀ – ୨୦୨୧-୨୨ ଆର୍ଥିକ ବର୍ଷର ବଜେଟରେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରିନାହାନ୍ତି କେନ୍ଦ୍ର ସରକାର । ଫଳରେ ମଧବିତ୍ତ ଶ୍ରେଣୀ ଓ ବେତନଭୋଗୀ ନିରାଶ ହୋଇଛନ୍ତି । ବଜେଟରେ କୌଣସି ଅତିରିକ୍ତ କର ରିହାତି ଘୋଷଣା ହୋଇ ନାହିଁ କି ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନାହିଁ । କେବଳ ୭୫ ବର୍ଷରୁ ଅଧିକ ବୟସ୍କ ପେନସନଭୋଗୀଙ୍କୁ ଆୟକର ଦାଖଲରୁ ଆଶ୍ୱସ୍ତି ଦିଆଯାଇଛି ।

Comments are closed.