କୋଭିଡ ନିୟମ ଉଲ୍ଲଂଘନ ପାଇଁ ଭୁଲ ମାଗିଲେ ସତ୍ୟବାଦୀ ବିଧାୟକ

ଭୁବନେଶ୍ୱର- ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ନେଇ ଭୁଲ ମାଗିଛନ୍ତି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ସେ କହିଛନ୍ତି ଯେ, ସେ ଭାବପ୍ରବଣ ହୋଇ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେଇଥିଲେ । ତେବେ, ଆଇନ୍ ଆଗରେ ସମସ୍ତେ ସମାନ । ତାଙ୍କୁ ଯାହା ଦଣ୍ଡ ଦିଆଯିବ, ସେ ତାହା ଗ୍ରହଣ କରିବେ ବୋଲି ସତ୍ୟବାଦୀ ବିଧାୟକ କହିଛନ୍ତ ।

Comments are closed.