ଟିକା ଅଭାବରୁ ରାଜ୍ୟରେ ୧୧ଟି ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ

ଭୁବନେଶ୍ୱର- ରାଜ୍ୟର ୧୧ଟି ଜିଲ୍ଲାରେ କୋଭିଡ ଟିକାକରଣ ସଂପୂର୍ଣ୍ଣ ବନ୍ଦ । ଯାଜପୁର, ଭଦ୍ରକ, ପୁରୀ, ନୟାଗଡ, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡା,ସମ୍ବଲପୁର,ଢେଙ୍କାନାଳ ଓ କୋରାପୁଟରେ ଟିକାଦାନ ବନ୍ଦ ରହିଛି । ଟିକା ଅଭାବରୁ ଏବେ ୫୦୦ କେନ୍ଦ୍ରରେ ହିଁ ଚାଲିଛି ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।

Comments are closed.