ଶ୍ରୀମନ୍ଦିରର ୨୩ ସେବାୟତ ଓ କର୍ମଚାରୀ କୋରୋନା ପଜିଟିଭ

ପୁରୀ – ଶ୍ରୀମନ୍ଦିରରେ ୨୩ ସେବାୟତ ଓ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ୭ ସେବାୟତ ଓ ୩ ପରିବାର ସଦସ୍ୟ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଶ୍ରୀମନ୍ଦିରର ୩ ଜଣ କର୍ମଚାରୀ, ଜଣେ ମାଳୀ ଓ ଜଣେ ମନ୍ଦିର ପୋଲିସ ପଜିଟିଭ ଚିହ୍ନଟ ହୋଇଛନ୍ତି । ନିଃଶୁଳ୍କ ଜୋତାଷ୍ଟାଣ୍ଡ୍‌ର ୮ କର୍ମଚାରୀ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି ।

Comments are closed.