କୋରୋନା ସଂକ୍ରମଣ ଦୃଷ୍ଟିରୁ ସୁନ୍ଦରଗଡରେ ଲୋକଙ୍କୁ ସରକାରୀ ଅଫିସ ମନା

ସୁନ୍ଦରଗଡ- କୋରୋନା ସଂକ୍ରମଣ ଦୃଷ୍ଟିରୁ ସୁନ୍ଦରଗଡରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ମନା ହୋଇଛି । ତହସିଲ, ବ୍ଲକ୍‌, ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ଆସିବା ଉପରେ କଟକଣା ଜାରି କରାଯାଇଛି । ଅତି ଜରୁରୀ କାମ ନ ଥିଲେ ଅଫିସ ନ ଆସିବାକୁ ଜିଲ୍ଲାପାଳ ନିଖିଲ ପଓ୍ବନକଲ୍ୟାଣ ନିବେଦନ କରିଛନ୍ତି । ଅଭିଯୋଗ ଥିଲେ କଲ୍ ସେଂଟରକୁ ଜଣାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Comments are closed.