ଅଜିତ ମଙ୍ଗରାଜଙ୍କ ମାଆଙ୍କର ବି କୋରୋନାରେ ମୃତ୍ୟୁ

ଭୁବନେଶ୍ୱର – ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋରୋନାରେ ମୃତ୍ୟୁ ହେବା ପରେ ସ୍ୱର୍ଗତଃ ନେତାଙ୍କ ମାତୃ ବିୟୋଗ ହୋଇଛି । ଅଜିତଙ୍କ ମାଆଙ୍କ କ୍ଷେତ୍ରମଣି ମଙ୍ଗରାଜଙ୍କର ମଧ୍ୟ କୋଭିଡରେ ମୃତ୍ୟୁ ହୋଇଛି । ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ପୁଅ ଅଜିତଙ୍କ ପୂର୍ବରୁ କ୍ଷେତ୍ରମଣି କୋରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିଲେ ।

Comments are closed.