ଶୀତଳାପଲ୍ଲୀ ଟାଟା କୋଭିଡ ହସପିଟାଲ ପୁଣି କାର୍ଯ୍ୟକ୍ଷମ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

ବ୍ରହ୍ମପୁର – କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ ହସପିଟାଲ ପୁଣି ଥରେ କାର୍ଯ୍ୟକ୍ଷମ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ହାଇଟେକ୍ ମେଡିକାଲ କଲେଜକୁ ଜିଲ୍ଲା ପ୍ରଶାସନ ଚିଠି ଲେଖିଛି । ଟାଟା କୋଭିଡ ହସପିଟାଲରେ ୧୫୮ଟି ସାଧାରଣ ଶଯ୍ୟା ସହ ୫୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରିବାକୁ କୁହାଯାଇଛି ।

Comments are closed.