Browsing Tag

Ganjam Administration

ଗଞ୍ଜାମ ଜିଲ୍ଲାରେ ୨୨୬ ଗର୍ଭବତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର, ବ୍ରହ୍ମପୁରରେ ନାଳ ସଫେଇ ତ୍ବରାନ୍ବିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଗର୍ଭବତୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଆସିଛି। ସେଥିପାଇଁ ସାରା ଜିଲ୍ଲାରେ ପ୍ରସୂତୀଙ୍କୁ ଆଗୁଆ ସୁରକ୍ଷିତ ପ୍ରସବ ସକାଶେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେମିତି ବାତ୍ୟା ସମୟରେ ସେମାନଙ୍କୁ କୋୖଣସି ସମସ୍ୟାର ସମ୍ମୁଖୀନ…

ସୌନ୍ଦର୍ଯ୍ୟରେ ଭରି ଯାଉଛି ଗ୍ରାମ୍ୟ ପରିବେଶ

ଲେଖକ: ପ୍ରତିଭା ନେପାକ ଗାଁ ଆଉ ଆଗ ଭଳି ମଫସଲ ହୋଇ ରହିନି। କଚ୍ଚା ଓ ଖାଲଖମାରେ ଭରି ରାସ୍ତା ନାହିଁ କି ଦଳଭର୍ତ୍ତି ପୋଖରୀ ନାହିଁ। ଗୋବର ପଡ଼ି ରହିଥିବା ଗୁହାଳ ଘର ନାହିଁ କି ପୋଖରୀ କଡ଼ରେ ଖୋଲାରେ ମଳତ୍ୟାଗ ଦେଖିବାକୁ ମିଳୁନି। ଆଉ ଦୃଶ୍ୟମାନ ହେଉନି ଅବିକଶିତ ଓ ଗାଉଁଳିଆ ପରିବେଶ। ବରଂ…

ଗଞ୍ଜାମ ହେବ ପ୍ଲାଷ୍ଟିକମୁକ୍ତ : ଜିଲ୍ଲା ପ୍ରଶାସନର ମାସେ ବ୍ୟାପୀ ସ୍ୱତନ୍ତ୍ର ଅଭିଯାନ

ବ୍ରହ୍ମପୁର:  ନାଁ ଦେଖାଯିବ ପ୍ଲାଷ୍ଟିକ, ନାଁ ବ୍ୟବହୃତ ହେବ ପଲିଥିନ୍। ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିବ ପ୍ଲାଷ୍ଟିକଶୂନ୍ୟ ଦୃଶ୍ୟ। ଗୋଟିଏ ପଟେ ସଫେଇ କରାଯିବ, ଆରପଟେ ଲୋକଙ୍କୁ ଏ ନେଇ ସଚେତନ ମଧ୍ୟ କରାଯିବ। ସେଥିପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନେତୃତ୍ବରେ ଅକ୍ଟୋବର…

ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଗଣ ଅଭିଯାନ

ବ୍ରହ୍ମପୁର -ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ 2 ଦିନିଆ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ବିଭିନ୍ନ ବ୍ଲକ ଓ ଗ୍ରାମ ପଞ୍ଚାୟତରରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଶପଥ ନିଆଯିବା…