ସାରୁ୍‌ଅରେ ଓଟିଭିର ଜମି ଜବରଦଖଲ ଅଭିଯୋଗ ମାମଲା, କ୍ରାଇମବ୍ରାଂଚ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ଖୋର୍ଧା ଜିଲ୍ଲା ସାରୁଅରେ ଓଟିଭିର ଜମି ଜବରଦଖଲ ଅଭିଯୋଗ ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ୍ । ରାଜ୍ୟ ସରକାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ କ୍ରାଇମବ୍ରାଂଚ୍ ଏଡିଜିପିଙ୍କୁ ରାଜସ୍ୱ ବିଭାଗ ଚିଠି ଲେଖିଛି । ଖୋର୍ଧା ଜିଲ୍ଲାପାଳ କ୍ରାଇମବ୍ରାଂଚ ତଦନ୍ତ ପାଇଁ ସୁପାରିଶ କରିଥିଲେ । ସାରୁଅରେ ଲୋକଙ୍କ ଜମି ଜବରଦଖଲ କରିଥିବା ନେଇ ଓଟିଭି ବିରୋଧରେ ଅଭିଯୋଗ ହୋଇଥିଲା ।

Comments are closed.