ଦେଶରେ ଦିନକରେ ୬୨ ହଜାର ୨୧୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୮୩୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୨ ହଜାର ୯୯୮କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ କୋରୋନାରେ ଦେଶରେ ଆଉ ୮୩୭ ଜଣଙ୍କ ମୃତ୍ୟୁ ହୋଇଛି । ଏଣେ ଦିନକରେ ଦେଶରେ ୬୨ ହଜାର ୨୧୨ ନୂଆ କୋରୋମା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ ଲକ୍ଷ ୩୨ ହଜାର ୬୮୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୬୫ ଲକ୍ଷ ୨୪ ହଜାର ୫୯୫ ଜଣ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୯୫ ହଜାର ୮୭ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.