ଭାରତର ଭୁଲ ମାନଚିତ୍ର ଦେଖାଇଥିବାରୁ ଟ୍ୱିଟରକୁ ଚେତାବନୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – ଦେଶର ଭୁଲ୍ ମାନଚିତ୍ର ଦେଖାଇବା ନେଇ ଟ୍ୱିଟରକୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ର ସରକାର । ଟ୍ୱିଟରକୁ ଚେତାବନୀ ଦେଇ ସରକାର କହିଛନ୍ତି ଯେ, ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଅବମାନନା କରିବା ଉଦ୍ୟମ ଆଦୌ ଗ୍ରହଣୀୟ ନୁହେଁ । ଏ ନେଇ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ସଚିବ ଅଜୟ ସାହାଣୀ ।

ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ ଡୋର୍ସିଙ୍କୁ ଏକ କଡା ଚିଠି ଲେଖିଛନ୍ତି । ଟ୍ୱିଟର ଲେହରେ ଭୌଗଳିକ ସ୍ଥିତି କହିବାକୁ ଯାଇ ଭାରତର ମାନଚିତ୍ରକୁ ଭୁଲ୍ ଭାବେ ଦର୍ଶାଇଥିଲା ।

Comments are closed.