ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବ, ସାହାଣମେଲା ନୀତି ସମୟରେ ବେଶର ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯାଉ

ପୁରୀ – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ବାବଦରେ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଲିଖିତ ପ୍ରସ୍ତାବ ଦିଆଯାଇଛି । କାର୍ତିକ ମାସରେ ଶ୍ରୀମନ୍ଦିର ଖୋଲାଯାଇ ନାଗାର୍ଜୁନ ବେଶକୁ ସାହାଣମେଲା ନୀତି ସମୟରେ ଅନଲାଇନ୍ ଦର୍ଶନ ପାଇଁ ସୁଯୋଗ ଦେବାକୁ ପ୍ରସ୍ତାବ ଦିଆଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାଶ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

Comments are closed.