ପବିତ୍ର ଦଶହରା ଓ ବିଜୟାଦଶମୀ ଉପଲକ୍ଷେ ମୁୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର- ଆଜି ଦେଶର ଅନେକ ଅଂଚଳରେ ଦଶହରା ପାଳନ କରାଯାଉଛି । ଓଡିଶାରେ ବି ଆଜି ମଣ୍ଡପରେ ପାଳନ କରାଯାଉଛି ଦଶହରା । ପବିତ୍ର ବିଜୟାଦଶମୀ ଓ ଦଶହରା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭନନ୍ଦନ ଜଣାଇଛନ୍ତି । ମାଆ ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ଦଶହରା ବାର୍ତାରେ କହିଛନ୍ତି ।

Comments are closed.