ଭିଜିଲାନ୍ସ ସପ୍ତାହର ଶେଷ ଦିନ : ଚିଫ୍ ଭିଜିଲାନ୍ସ ଅଫିସରମାନଙ୍କ ପାଇଁ ରାଜ୍ୟସ୍ତରୀୟ ସମ୍ବେଦୀକରଣ କର୍ମଶାଳା ଆୟୋଜିତ

ଭୁବନେଶ୍ୱର – ଭିଜିଲାନ୍‌ସ ସଚେତନତା ସପ୍ତାହର ଶେଷ ଦିନରେ ଭୁବନେଶ୍ୱରରେ ଚିଫ୍ ଭିଜିଲାନ୍ସ ଅଫିସରମାନଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ସମ୍ବେଦୀକରଣ କର୍ମଶାଳା ଆୟୋଜିତ ହୋଇଛି ।

ସେଂଟ୍ରାଲ ଭିଜିଲାନ୍ସ କମିଶନର ଗାଇଡଲାଇନ୍ସ ଅନୁସାରେ ସଂଗଠନଗୁଡିକୁ ଆଭ୍ୟନ୍ତରୀଣ କାର୍ଯ୍ୟକଳାପ ଉପରେ ଅଧିକ ଫୋକସ କରିବାକୁ କୁହାଯାଇଛି । ତେଣୁ ଏ ଦିଗରେ ବ୍ରତୀ ହେବା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ କର୍ମଶାଳାକୁ ଉଦଘାଟନ କରି ଚିଫ୍ ଭିଜିଲାନ୍ସ ଅଫିସରଙ୍କୁ ଆହ୍ୱାନ ଦେଇଥିଲେ । ଅଭ୍ୟନ୍ତରୀଣ ସତର୍କତା ବ୍ୟବସ୍ଥା ଅଧିକ ମଜବୁତ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡକ୍ଟର ପାଣିଗ୍ରାହୀ ।

 

Comments are closed.