ଭୁବନେଶ୍ୱରରେ ଓଡିଶା ପୋଲିସର ସାଇବର କଂପ୍ଲେକ୍ସ ଉଦଘାଟିତ

ଭୁବନେଶ୍ୱର-ଭୁବନେଶ୍ୱରରେ ଉଦଘାଟିତ ହୋଇଛି ସାଇବର କଂପ୍ଲେକ୍ସ । ପୋଲିସ ଡିଜି ଅଭୟ ଏହି ସାଇବର କଂପ୍ଲେକ୍ସକୁ ଉଦଘାଟନ କରିଛନ୍ତି । କେନ୍ଦ୍ର ସରକାରଙ୍କ ସାଇବର ପୋର୍ଟାଲ୍ ଏହିଠାରୁ କାର୍ଯ୍ୟକ୍ଷମ ହେବ । ଏହି ଅବସରରେ ପୋଲିସ ଡିଜି କହିଛନ୍ତି ଯେ, ସାଇବର କ୍ରାଇମ ପୋଲିସ ବିଭାଗ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି । ଖୁବ୍ ଶୀଘ୍ର ସେଥିପାଇଁ ଓଡିଶା ପୋଲିସ ଖୁବ୍ ଶୀଘ୍ର ସୋସିଆଲ୍ ମିଡିଆ ଆନାଲିଟିକାଲ ସେଲ ଆରମ୍ଭ କରିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.