ଜଗତପୁର ଅଂଚଳରେ କମିଶନରେଟ୍ ପୋଲିସର ଚଢଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କଟକ- ଜଗତପୁର ଅଂଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । ଜଗତପୁର ଅଂଚଳର ପଦ୍ମପୁର, ମହାଜନପୁର ଓ ତ୍ରିଲୋଚନପୁରରେ କମିଶନରେଟ ପୋଲିସ ଚଢାଇ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି ।

Comments are closed.