ବିହାର ଜନାଦେଶ : ଏନଡିଏ ଓ ମହାମେଂଟ ମଧ୍ୟରେ କଡା ଟକ୍କର

ପାଟନା – ବିହାର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ଉଭୟ ଏନଡିଏ ଓ ମହାମେଂଟ ମଧ୍ୟରେ କଡା ମୁକାବିଲା ଚାଲିଛି । ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ମ୍ୟାଜିକ ନମ୍ବର ହେଲା ୧୨୨ ।

ଶେଷ ଖବର ସୁଦ୍ଧା ମିଳିଥିବା ଟ୍ରେଣ୍ଡ୍ ଅନୁସାରେ ଉଭୟ ମେଂଟ ପାଖାପାଖି ଅଛନ୍ତି । ୨୪୩ ଆସନରୁ ୨୩୦ ଆସନରେ ଟ୍ରେଂଡ୍ ମଧ୍ୟରୁ ଏନଡିଏ ୧୧୧ ଓ ମହାମେଂଟ ୧୧୦ ଆସନରେ ଆଗୁଆ ଅଛନ୍ତି । ଲୋକ ଜନଶକ୍ତି ପାର୍ଟି ୫ ଓ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ଅଛନ୍ତି ।

Comments are closed.