ଓଡିଶା ଯୋଗାଇ ସାରିଲାଣି ୧୮୪୬୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ୍ ଅକ୍ସିଜେନ

ଭୁବନେଶ୍ୱର- କୋରୋନା ସଂକଟ ସମୟରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଜାରି ରଖିଛି ଓଡିଶା । ଏଯାବତ ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଓଡିଶା ପଠାଇ ସାରିଲାଣି ଅକ୍ସିଜେନ୍‌ର ୧୦୦୫ ଟ୍ୟାଙ୍କର ଓ କଂଟେନର୍ । ମୋଟ ୧୮୪୬୦ ଦଶମିକ ୫୭୬ ମେଟ୍ରିକ ଟନ୍ ମେଡିକାଲ୍ ଅକ୍ସିଜେନ୍ ପଠାଇସାରିଛି ଓଡିଶା । ଓଡିଶା ପୋଲିସର ତତ୍ତ୍ୱାବଧାନରେ ରାଉରକେଲା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରୁ ଅକ୍ସିଜେନ୍ ଅନ୍ୟ ରାଜ୍ୟକୁ ପଠାଯାଉଛି ।

Comments are closed.