ବିଶ୍ୱ ଜୈବ ବିବିଧତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ବିଶ୍ୱ ଜୈବ ବିବିଧତା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇ କହିଛନ୍ତି ଯେ, ଜୈବ ବିବିଧତା ନଷ୍ଟ ହେଲେ ପରିବେଶ ଓ ମାନବ ସ୍ୱାସ୍ଥ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡୁଛି । ତେଣୁ ଜୈବ ବିବିଧତାରୁ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଦରକାର । ଏଥିସହ ମାନବ ସମାଜର ସୁରକ୍ଷିତ ଭବିଷ୍ୟତ ପାଇଁଁ ପ୍ରକୃତି ଶହ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଗୁରୁତ୍ୱକୁ ସମସ୍ତେ ଉପଲବ୍ଧ କରିବା ଦରକାର ବୋଲି ନବୀନ କହିଛନ୍ତି ।

Comments are closed.