ଦେଶରେ ୪୪ ହଜାର ୬୮୪ ନୂଆ କୋରୋନା ମାମଲା, ୫୨୦ ମୃତ

ନୂଆଦିଲ୍ଲୀ – ଦେଶରେ ମୋଟ କୋରୋନା ମାମଲା ୮୭ ଲକ୍ଷ ୭୩ ହଜାର ୪୭୯କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଆଉ ୪୪ ହଜାର ୬୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏ ଯାବତ ମୋଟ ୮୧ ଲକ୍ଷ ୬୩ ହଜାର ୫୭୨ ରୋଗୀ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ରହିଛି ୪ ଲକ୍ଷ ୮୦ ହଜାର ୭୧୯ । ଏଣେ ଦିନକରେ ଦେଶରେ ଆଉ ୫୨୦ ରୋଗୀ ୍‌ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୧୮୮କୁ ବୃଦ୍ଧି ପାଇଛି ।

Comments are closed.