ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା, ଜାତଭୋଗ ନେଇ ଯାଉଥିବା ବେଳେ ପଡଗିଲେ ସେବାୟତ, ମୁଣ୍ଡରେ ଗଭୀର ଆଘାତ

ପୁରୀ – ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଛି । ଜଣେ ସେବାୟତ ଜାତ ଭୋଗ ଧରି ଯିବା ବେଳେ ରତ୍ନବେଦୀ ନିକଟରେ ପଡିଯିବାରୁ ଗର୍ଭଗୃହରେ ରକ୍ତ ଛିଟା ଲାଗିଛି । ସଂପୃକ୍ତ ସେବାୟତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗର୍ଭଗୃହରେ ରକ୍ତ ଛିଟାପେଯାଗୁଁ ମହାପ୍ରଭୁଙ୍କ ବଡ ମହାସ୍ନାନ ହେବ । ଜାତଭୋଗକୁ ପୋତାଯିବ ।

Comments are closed.