ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ଭାଇରାଲ୍ ଘଟଣା, ସିଂହଦ୍ୱାର ଥାନାରେ ଏତଲା, ଫଟୋର ସତ୍ୟାସତ୍ୟ ନେଇ ଯାଂଚ ଚାଲିଛି

ପୁରୀ – ଶ୍ରୀମନ୍ଦିରର ରତ୍ନସିଂହାସନ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଜଣାପଡିଛି । ପଶ୍ଚିମବଙ୍ଗର ଅରିଜିତ ଚନ୍ଦ୍ରଙ୍କ ଫେସବୁକ୍ ପେଜରେ ରତ୍ନସିଂହାସନ ଫଟୋ ଅପଲୋଡ୍ କରାଯାଇଛି । ଏହା ଜଣାପଡିବା ପରେ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏତଲା ଦାୟର କରିଛନ୍ତି । ଫଟୋର ସତ୍ୟତା ନେଇ ଶ୍ରୀମନ୍ଦିର ପ୍ରଶାସନର ଆଇଟି ସେଲ ଯାଂଚ କରୁଛି ।

Comments are closed.