ଅପରାହ୍ନରେ ଏସିଏସଙ୍କ ପ୍ରେସମିଟ, ରାଜ୍ୟରେ କୋଭିଡ ସ୍ଥିତି ନେଇ ଦେବେ ସୂଚନା

ଭୁବନେଶ୍ୱର- ଆଜି ଅପରାହ୍ନ ସାଢେ ୪ଟାରେ ରାଜ୍ୟରେ କୋଭିଡ ସ୍ଥିତି ନେଇ ପ୍ରେସମିଟ୍ କରିବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର । ଲକଡାଉନ ଓ ସଟଡାଉନ ନେଇ କୌଣସି ଘୋଷଣା ହେବା ସମ୍ଭାବନା ରହିଛି । ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଲକଡାଉନ ଆସନ୍ତା ଜୁନ୍ ୧ରେ ସରୁଛି ।

Comments are closed.