ବିଦେଶ ଯାତ୍ରା ପାଇଁ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ନୂଆ ଗାଇଡଲାଇନ, ଯାତ୍ରାର ୪୮ ଦିନ ପୂର୍ବରୁ ହେବ ଟିକାକରଣ

ଭୁବନେଶ୍ୱର- ବିଦେଶ ଯାତ୍ରା ପାଇଁ ଦ୍ୱିତୀୟ ଡୋଜ୍ କୋଭିଶିଲ୍ଡ ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ବିଦେଶ ଯାତ୍ରା ପାଇଁ ୪୮ ଦିନ ପୂର୍ବରୁ ଦ୍ୱିତୀୟ ଡୋଜ ଟିକା ଦିଆଯିବ । କେବଳ ସରକାରୀ କେନ୍ଦ୍ରରେ ହିଁ ହେବ ଟିକାକରଣ । ବିଦେଶ ଯାତ୍ରା ସଂପର୍କରେ ଜିଲ୍ଲା ପ୍ରଶାସନ ସତ୍ୟାସତ୍ୟ ଅନୁଧ୍ୟାନ କରିବେ । କୋୱିନ ପୋର୍ଟାଲରେ ଅପଲୋଡ୍ କରାଯିବା ବାଧ୍ୟତାମୂଳକ । ଟିକା ପ୍ରମାଣପତ୍ରରେ ପାସପୋର୍ଟ କିମ୍ବା ଫଟୋ ପରିଚୟ ପତ୍ରର ବିବରଣୀ ରହିବ ।

Comments are closed.