ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଡିଜିପି

ଭୁବନେଶ୍ୱର- ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶୋକ ପ୍ରକାଶ କରିଛନ୍ତି । ଦେବାଶିଷ ଜଣେ ଦକ୍ଷ ପୋଲିସ ଅଫିସର ଥିଲେ । କଠିନ ପରିଶ୍ରମ, ନେତୃତ୍ୱ ଓ ନମ୍ରତା ପାଇଁ ଦେବାଶିଷ ସର୍ବଦା ମନେ ରହିବେ ବୋଲି ଡିଜିପି ଟ୍ୱିଟ୍ କରିଛନ୍ତି । ସେ ଜଣେ ସୁଲେଖକ ସହ ତାଙ୍କର ଭଲ ବନ୍ଧୁ ଥିଲେ ବୋଲି ଡିଜିପି କହିଛନ୍ତି ।

Comments are closed.