Browsing Tag

Vigilance Director Debashish Panigrahi

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷଙ୍କ ବିୟୋଗରେ ଶୋକବ୍ୟକ୍ତକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ଅଭିଜ୍ଞ ଓ ଦକ୍ଷ ପୋଲିସ ଅଫିସର ଥିଲେ । ଏଥିସହ ସେ ଜଣ ସଫଳ ଲେଖକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା…

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଡିଜିପି

ଭୁବନେଶ୍ୱର- ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶୋକ ପ୍ରକାଶ କରିଛନ୍ତି । ଦେବାଶିଷ ଜଣେ ଦକ୍ଷ ପୋଲିସ ଅଫିସର ଥିଲେ । କଠିନ ପରିଶ୍ରମ, ନେତୃତ୍ୱ ଓ ନମ୍ରତା ପାଇଁ ଦେବାଶିଷ ସର୍ବଦା ମନେ ରହିବେ ବୋଲି ଡିଜିପି ଟ୍ୱିଟ୍ କରିଛନ୍ତି । ସେ…

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ବର: କଲକାତାରେ ଚିକିତ୍ସାଧିନ ଅବସ୍ଥାରେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ତଳେ ତାଙ୍କୁ ଇସିଏମଓ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ କଲକାତା ନିଆଯାଇଥିଲା ।