ରାଜ୍ୟରେ ଆଉ ୪୦ ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୩ ହଜାର ୫୯୦କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୫ ଜଣ, ବରଗଡ ଜିଲ୍ଲାରୁ ୫, କୋରାପୁଟ ଜିଲ୍ଲାରୁ ୪, ରାୟଗଡାରୁ ୪, ମୟୂରଭଞ୍ଜରୁ ୪, ଗଞ୍ଜାମରୁ ୩, ଖୋର୍ଦ୍ଧାରୁ ୩, ଝାରସୁଗୁଡାରୁ ୩, ସୁନ୍ଦରଗଡରୁ ୨, ପୁରୀରୁ ୨, ବଲାଙ୍ଗିରରୁ ୨, ନୟାଗଡରୁ ୧ ଓ ଅନୁଗୁଳରୁ ଓ ମାଲକାନଗିରି ଜିଲ୍ଲାରୁ ଜଣେ ରୋଗୀ ପ୍ରାଣ ହରାଇଛନ୍ତି ।

Comments are closed.