ଆଜିଠୁ ଶିକ୍ଷାଦର୍ପଣ କାର୍ଯ୍ୟକ୍ରମ ୟୁ ଟ୍ୟୁବ୍ ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ଆରମ୍ଭ

ଭୁବନେଶ୍ୱର- ଆଜିଠାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ ଓ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରତିଦିନ ସକାଳ ୯ଟାରୁ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଓସେପା ଗାଇଡଲାଇନ ଅନୁସାରେ ସୋମବାରରୁ ଶୁକ୍ରବାର ଅଲାଇନ ପାଠପଢା ଚାଲିବ । ପ୍ରତି କ୍ଲାସର ଅବଧି ୩୦ ମିନିଟ୍ ରଖାଯାଇଛି ।

Comments are closed.