କୋଭିଡ ପରିଚାଳନା ନେଇ ଆଜି ପରବର୍ତ୍ତୀ ପଦକ୍ଷେପ ଘୋଷଣା କରିବେ ରାଜ୍ୟ ସରକାର

ଭୁବନେଶ୍ୱର- ଆଂଶିକ ଲକଡାଉନ ଅବଧି ଆସନ୍ତାକାଲି ସକାଳ ୫ଟାରେ ଶେଷ ହେଉଛି । ଏବେ ରାଜ୍ୟ ସରକାରଙ୍କ ନୂଆ ଲକଡାଉନ ଗାଇଲାଇନ୍ସ ଉପରେ ସମସ୍ତଙ୍କର ନଜର ରହିଛି । ଏ ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେଇ ଘୋଷଣା କରିବେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦିନ ୨ଟା ୩୦ ପାଖାପାଖି ଏକ ପ୍ରେସମିଟରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଘୋଷଣା କରିପାରନ୍ତି ।

Comments are closed.