ଯୋଜନା ଓ ସଂଯୋଜନ ବିଭାଗ ଅର୍ଥନୈତିକ ଗବେଷକଙ୍କ ତାଲିମ କାର୍ଯ୍ୟକ୍ରମ : ଆଂଚଳିକ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର- ଯୋଜନା ଓ ସଂଯୋଜନ ବିଭାଗର ଅର୍ଥନୈତିକ ଗବେଷକଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଆଂଚଳିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆଂଚଳିକ ବିକାଶରେ ଗୋଷ୍ଠୀର ସକ୍ରିୟ ଭୂମିକା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଂଚଳିକ ବିକାଶ ପାଇଁ ୫୬ ଜଣ ଜଣ ଅର୍ଥନୈତିକ ଗବେଷକ ସକ୍ରିୟ ଭୂମିକା ନେବେ । ତଥ୍ୟ ସଂଗ୍ରହ ସହ ଜିଲ୍ଲାସ୍ତରରେ ଯୋଜନା ନେଇ କାର୍ଯ୍ୟ କରିବେ । ଅର୍ଥନୈତିକ ଗବେଷକମାନେ ରାଜ୍ୟ ଯୋଜନା ପ୍ରକ୍ରିୟାର ଅଂଶ । ରାଜ୍ୟର ବିକାଶ ଦିଗରେ ଅର୍ଥନୈତିକ ଗବେଷକମାନେ କାମ କରିବେ ।

Comments are closed.