ଭଣଜାର ଶବ ଦେଖି ହୃଦଘାତରେ ମାମୁର ଜୀବନ ଗଲା

ଆନ୍ଧ୍ରପ୍ରଦେଶ/ବ୍ରହ୍ମପୁର:  ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀର ଏକ କନଷ୍ଟ୍ରକସନ୍ କାରଖାନାରେ ଭଣଜା ଓ ମାମୁଙ୍କ ଦୁଖଦ ମୃତ୍ୟୁ ଘଟିଛି। ମୃତ ଭଣଜା ପାତ୍ରପୁର ବ୍ଲକ୍ କନିରିଡା ଗ୍ରାମର ଶିବ ନାଇକ। ତାଙ୍କ ମାମୁ ହେଲେ ଷୋଳଭାଗପେଣ୍ଠ ଗ୍ରାମର ପର୍ଶୁରାମ ନାଇକ।

ଶୁକ୍ରବାର ଅପରାହ୍ନରେ କାମ କଲାବେଳେ ମେସିନ୍ ଭିତରେ ପଶିଯାଇ ଭଣଜାର ଜୀବନ ଚାଲିଯାଇ ଥିଲା। ପରେ ଭଣଜାର ମୃତଦେହ ଦେଖି ମାମୁଙ୍କ ହୃଦଘାତରେ ମୃତ୍ୟୁ ଘଟିଛି।

ବ୍ୟବଚ୍ଛେଦ ପରେ ଉଭୟଙ୍କ ଶବ ଆଜି ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 

Comments are closed.