ରାଜ୍ୟର ୧୭୩୦ କେନ୍ଦ୍ରରେ ଆଜି ଟିକାକରଣ, ଗଞ୍ଜାମ ଜିଲ୍ଲାରେ ମିଳିବ କୋଭାକ୍ସିନ

ଭୁବନେଶ୍ୱର- ଆଜି ରାଜ୍ୟରେ ୧ ହଜାର ୭୩୦ କେନ୍ଦ୍ରରେ କୋଭିଡ ଟିକାକରଣ ହେବ । ରାଜ୍ୟରେ ୩ ଲକ୍ଷ ୯୧ ହଜାର ୫୪୦ କୋଭାକ୍ସିନ ଟିକା ମହଜୁଦ ରହିଛି । ୯ ଲକ୍ଷ ୫୨ ହଜାର ୮୨୦ କୋଭିଶିଲଡ ଟିକା ମହଜୁଦ ରହିଛି । ଆଜିଠାରୁ ଭୁବନେଶ୍ୱରରେ ବିନା ବୁକିଂରେ ଟିକା ମିଳିବ । ଗଞ୍ଜାମ ଜିଲ୍ଲାରେ ଆଜିଠାରୁ କୋଭାକ୍ସିନ ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବାକୁ ଥିବା ହିତାଧିକାରୀଙ୍କୁ କୋଭାକ୍ସିନ ଟିକା ଦିଆଯିବ ।

Comments are closed.