କୋରୋନା ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଂଚିଲା କେନ୍ଦ୍ରୀୟ ଟିମ୍ । ଅଧିକ ସଂକ୍ରମଣ ମାମଲା ଥିବା ଜିଲ୍ଲାଗୁଡିକର ସ୍ଥିତି ସମୀକ୍ଷା କରିବ ଟିମ୍ । ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଦଳ ଆଲୋଚନା କରିବ । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କେନ୍ଦ୍ରୀୟ ଟିମ୍ ସହ ଆଲୋଚନା କରିବେ । ପ୍ରାଥମିକ ଆଲୋଚନା ପରେ ଅଧିକ ସଂକ୍ରମଣ ଥିବା ଜିଲ୍ଲାକୁ ଅନୁଧ୍ୟାନ ପାଇଁ ଯିବ କେନ୍ଦ୍ରୀୟ ଟିମ୍ ।

Comments are closed.