ଅନଲାଇନ ଶିକ୍ଷାରୁ ବଂଚିତ ସ୍କୁଲ ପିଲାଙ୍କୁ ପାଠ ପଢାଇବା ପାଇଁ ନୂଆ ଯୋଜନା

ଭୁବନେଶ୍ୱର- ଅନଲାଇନରୁ ଶିକ୍ଷାରୁ ବଂଚିତ ସ୍କୁଲପିଲାଙ୍କୁ ପାଠ ପଢାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ସେମାନଙ୍କୁ ଘରକୁ ଯାଇ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ପାଠ ପଢାଇବେ । ଇଂଟର୍ନସିପ୍ ପ୍ରୋଗ୍ରାମ ଜରିଆରେ ଘର ଘର ବୁଲି ସେମାନଙ୍କୁ ପଠାଯିବ । ସିବିଟିରେ ୧୦ ହଜାର ଶିକ୍ଷକତା ଅଧ୍ୟୟନ କରୁଥିବା ପିଲାଙ୍କୁ ଚୟନ କରାଯିବ । ପ୍ରତି ୧୦ ଜଣ ପିଲାଙ୍କୁ ଜଣେ ଛାତ୍ର ପାଠ ପଢାଇବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।

Comments are closed.