ଆଇଏନଏସ ଚିଲିକାରେ ପାସିଂ ଆଉଟ ପରେଡ୍

ଚିଲିକା – ଆଇଏନଏସ ଚିଲିକାରେ ପାସିଂ ଆଉଟ୍ ପରେଡ ଅନୁଷ୍ଠିତ ହୋଇଛି । ୨୦୨୧ ପ୍ରଥମ ବ୍ୟାଚର ନୌସେନା ଓ କୋଷ୍ଟଗାର୍ଡର ୨୧୪୨ ଜଣ ଟ୍ରେନି ଗ୍ରାଜୁଏଟ ହୋଇଛନ୍ତି । ଭାଇସ ଆଡମିରାଲ ଏମ.ଏ ହାମ୍ପିହୋଲି ପରେଡର ସମୀକ୍ଷା କରିଛନ୍ତି । ହାମ୍ପିହୋଲି ଗତ ୭ ତାରିଖରୁ ଚିଲିକା ପରିଦର୍ଶନରେ ଥିଲେ । ୭ ତାରିଖରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଥିଲେ ।

Comments are closed.