ଆଜି ଚାରି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର- ଆଜି ରାଜ୍ୟରେ ଚାରି ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ ରହିଛି । ବାଲେଶ୍ୱର, ପୁରୀ, ସୋନପୁର ଓ କୋରାପୁଟରେ ବନ୍ଦ ରହିିଛି ଟିକାକରଣ । ରାଜ୍ୟରେ ଆଜି ୭୫୮ କେନ୍ଦ୍ରରେ ଟିକାକରଣ ହେଉଛି । ରାଜ୍ୟରେ ଗର୍ଭବତୀଙ୍କୁ କୋଭିଡ ଟିକାକରଣ ଜାରି ରହିଛି । ମଙ୍ଗଳବାର ୨ ହଜାର ୫୬୬ ଗର୍ଭବତୀଙ୍କୁ ଟିକା ଦିଆଯାଇଛି । ଏ ଯାଏ ମୋଟ ୭ ହଜାର ୩୮୨ ଗର୍ଭବତୀ ଟିକା ନେଇସାରିଛନ୍ତି ।

Comments are closed.