ଜାତିସଂଘର ଟ୍ୟାକ୍ସ କମିଟିରେ ଓଡିଆ ଅଧିକାରୀ

ଭୁବନେଶ୍ୱର – ଜାତିସଂଘ ଟ୍ୟାକ୍ସ କମିଟିରେ ଓଡିଆ ଅଧିକାରୀଙ୍କୁ ମିଳିଲା ସ୍ଥାନ । ମିଳିତ ଜାତିସଂଘ ଟ୍ୟାକ୍ସ କମିଟିରେ ଆଇଆରଏସ ରଶ୍ମୀରଂଜନ ଦାସ ସ୍ଥାନ ପାଇଛନ୍ତି । ୨୫ ଜଣିଆ କମିଟିରେ ରଶ୍ମୀଙ୍କୁ ସାମିଲ କରାଯାଇଛି । ୨୦୨୫ ଯାଏଁ ଏହି କମିଟିରେ ରହିବେ ରଶ୍ମୀରଂଜନ । ବର୍ତ୍ତମାନ ରଶ୍ମୀରଂଜନ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରାଜସ୍ୱ ବିଭାଗରେ ଯୁଗ୍ମ ସଚିବ ଅଛନ୍ତି ରଶ୍ମୀ ।

Comments are closed.