ନୂଆପଡା ଜିଲ୍ଲାରେ ସିଆରପିଏଙ୍କୁ ସଫଳତା, ମାଓ ଆଡ୍ଡା ଧ୍ୱସ୍ତ,ଅସ୍ତ୍ରଶସ୍ତ୍ର ଜବତ

ନୂଆପଡା – ନୂଆପଡା ଜିଲ୍ଲାରେ ସିଆରପିଏଫ ଯବାନଙ୍କୁ ବଡ ସଫଳତା ମିଳିଛି । ପାଟଧରା ସଂରକ୍ଷିତ ଜଙ୍ଗଲର କୁନ୍ଦନଝରିଆରୁ ଏକ ମାଓ ଆଡ୍ଡା ଉପରେ ଚଢାଉ କରି ୩ଟି ବନ୍ଧୁକ, ୩୩ ଡିଟୋନେଟର ଓ ୨୫ ଜିଲେଟିନ ଜବତ କରିଛି ସିଆରପିଏଫ । ଜଙ୍ଗଲରୁ ବିପୁଓ ମାଓ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି ସିଆରପିଏଫ ଯବାନ ।

Comments are closed.