ଗୀତା ମହାତ୍ମ୍ୟ: ଗୀତା ସୁଗୀତା କର୍ତ୍ତବ୍ୟ କିମନୈ ଶାସ୍ତ୍ର ବିସ୍ତରୈ  ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଦ ବିନିଶୃତ।।

ଗୀତା ସୁଗୀତା କର୍ତ୍ତବ୍ୟ କିମନୈ ଶାସ୍ତ୍ର ବିସ୍ତରୈ
ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଦ ବିନିଶୃତ।।

ଭଗବଦ ଗୀତା ସ୍ୱୟଂ ଭଗବାନଙ୍କ ଦ୍ଵାରା କୁହାଯାଇଛି। ଏହାକୁ ନିୟମିତ ଭାବରେ ମନଯୋଗ ସହକାରେ ଅଧ୍ୟୟନ ଓ ଶ୍ରବଣ କରିବା ଉଚିତ। ଆଧୁନିକ ଯୁଗରେ ମାନବ ସାଂସାରିକ କର୍ମରେ ଏତେ ବ୍ୟସ୍ତ ଯେ, ସମସ୍ତ ବୈଦିକ ଶାସ୍ତ୍ର ଅଧ୍ୟୟନ କରିବାକୁ ତାର ସମୟ ନାହିଁ। କେବଳ ଗୋଟିଏ ଶାସ୍ତ୍ର ଭଗବଦ ଗୀତା ଯଥେଷ୍ଟ, କାରଣ ଏହା ସମସ୍ତ ବୈଦିକ ଶାସ୍ତ୍ରର ସାର ଅଟେ ଏବଂ ସ୍ୱୟଂ ପରମ ପୁରୁଷ ଭଗବାନଙ୍କ ଦ୍ଵାରା କୁହା ଯାଇଛି।

( ଗୀତା ମହାତ୍ମ୍ୟ-୪ )

 

Comments are closed.