ଭିଜିଲାନ୍ସ ଜାଲରେ ସିଇଟିର ସହକାରୀ ପ୍ରଫେସର

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ରାଜଧାନୀର ପ୍ରଫେସର । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସିଇଟିର ଗଣିତ ବିଭାଗ ସହକାରୀ ପ୍ରଫେସରଙ୍କ ଘରେ ଭିଡିଲାନ୍ସ ଚଢାଉ ହୋଇଛି । ପ୍ରଫେସର ପ୍ରସନ୍ନ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିବାରି ବାସଭବନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ଏ ନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।

Comments are closed.