Browsing Tag

Odisha Vigilance

ଭିଜିଲାନ୍ସ ଜାଲରେ ଗ୍ରାମ ରୋଜଗାର ସେବକ

ଉମରକୋଟ- ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ସକ୍ରିୟ ଭିଜିିଲାନ୍ସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଆଉ ଜଣେ ଅଧିକାରୀ ଏବେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଉମରକୋଟର ସିଂସାରୀ ପଂଚାୟତର ଗ୍ରାମ ରୋଜଗାର ସେବକ…

ପୁରୀର ଅଙ୍ଗନାବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ – ଭିଜିଲାନ୍ସ ସ୍କାନରରେ ଆଉ ଜଣେ ଅଙ୍ଗନବାଡି କର୍ମୀ । ଗତକାଲି ବ୍ରହ୍ମପୁରରେ ଜଣେ ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିିଲାନ୍ସ ଚଢାଉ ହୋଇଥିବା ବେଳେ ଆଜି ପୁରୀର ଅଙ୍ଗନବାଡି କର୍ମୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ…

ଭିଜିିଲାନ୍ସ ଜାଲରେ ନବରଙ୍ଗପୁର ଆଇଟିଡିଏ ଅଫିସ୍‌ର ୩ ଅଧିକାରୀ

ନବରଙ୍ଗପୁର - ଭିଜିିଲାନ୍ସ ଜାଲରେ ପଡିଛନ୍ତି ନବରଙ୍ଗପୁର ଆଇଟିଡିଏ ଅଫିସ୍‌ର ୩ ଅଧିକାରୀ । ସରକାରୀ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ପାପଡାହାଣ୍ଡି ନିକଟରେ ଚଢାଉ ହୋଇଥିଲା । ଗାଡିରୁ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ୩ ଅଧିକାରୀ ଓ ଗାଡିରେ ଥିବା ଅନ୍ୟ ଲୋକଙ୍କୁ…

ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ନବୀନଙ୍କ ସୁପାରିଶ

ଭୁବନେଶ୍ୱର- ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଓଡିଶା ଇତିହାସରେ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ସୁପାରିଶ ଘଟଣା ପ୍ରଥମ ।…

ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥ କେଳେଙ୍କାରୀ ମାମଲା, ବ୍ରହ୍ମପୁର କୋର୍ଟପେଟାରେ ଶାଗମାଛ ଦରରେ କିଣିଥିଲେ ଜମି

ବ୍ରହ୍ମପୁର- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥ କେଳେଙ୍କାରୀ ମାମଲାରେ ସଂପୃକ୍ତି ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ଜମି ଦୁର୍ନୀତରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଅଭିଯୋଗରେ ବେଙ୍ଗଳୁରୁରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ଖୋଳତାଡ କରିଛି । ବ୍ରହ୍ମପୁରର…