ରାଜ୍ୟରେ ୨ ହଜାର ୫୦୩ କୋରୋନା ରୋଗୀ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୬୭ ହଜାର ପାର

ଭୁବନେଶ୍ୱର : ରାଜ୍ୟରେ ଆଉ ୨ ହଜାର ୫୦୩ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୬୭ ହଜାର ୮୨୬ରେ ପହଂଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରୁ ସବୁଠୁ ଅଧିକ ୩୬୯ ଜଣ ସୁସ୍ଥ ହୋଇଥିଲା ବେଳେ କଟକରୁ ୨୮୧ ଓ ଗଂଜାମରୁ ୨୦୪ ସୁସ୍ଥ ହୋଇଛନ୍ତି । ରାୟଗଡା ଜିଲ୍ଲାରୁ ୧୮୦ ଓ ସମ୍ବଲପୁର ଜିଲ୍ଲାରୁ ୧୪୯ ସୁସ୍ଥ ହୋଇଛନ୍ତି ।

 

Comments are closed.