ଓଡିଶା ମୋ ପରିବାର ପକ୍ଷରୁ ତିନି କୋରୋନା ମୃତକଙ୍କ ନିଶୁଳ୍କ ଶବ ସତ୍କାର

କଟକ : ଓଡିଶା ମୋ ପରିବାର ପକ୍ଷରୁ କଟକ ବିଡାନାସି ବାଇମୁଂଡି ନଗର ଅଂଚଳର ତିନି ନିରାଶ୍ରୟ କୋରୋନା ମୃତକଙ୍କ ନିଶୁଳ୍କ ଶବ ସତ୍କାର କରାଯାଇଛି । ସୀତା ବେହେରା , ଦୁଃଶାସନ ବେହେରା, ଲକ୍ଷମୀ ରଣା କୋରୋନାରେ ଆକ୍ରାନ୍ତ ହୋଇ ଏସସିବି ମେଡିକାଲ ଓ କଲେଜରରେ ପ୍ରାଣ ହରାଇଥିଲେ । ଓଡିଶା-ମୋ ପରିବାର ପକ୍ଷରୁ ସେମାନଙ୍କ ମୃତ ଦେହକୁ ଆମ୍ବୁଲାନଓ ଜରିଆରେ କାଳିଆ ବୋଦା ଶ୍ମଶାନକୁ ନିଆଯାଇଥିଲା । ସେଠାରେ ସେମାନଙ୍କର ଶବ ସତ୍କାର କରାଯିବା ସହ ପରିବାରଙ୍କୁ ଆନୁସଙ୍ଗିକ ସହାୟତା ଯୋଗାଇ ଦିଆଯାଇଛି ।

Comments are closed.