ଅଲିମ୍ପିକ ପ୍ରସ୍ତୁତି : ସାଇ କୋର୍ ଆଥଲେଟିକ୍ସ ଗ୍ରୁପରେ ଓଡିଶାରୁ ଦୂତି ଚାନ୍ଦ

ନୂଆଦିଲ୍ଲୀ – ଆଗାମୀ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସ୍ୱରୂପ ଭାରତୀୟ କ୍ରୀଡା ପ୍ରାଧିକରଣ –ଏସଏଆଇ ( ସାଇ ) ପକ୍ଷରୁ କୋର୍ ଆଥଲେଟିକ୍ସ ଗ୍ରୁପ୍ ଗଠନ କରାଯାଇଛି । ଏହି ଗ୍ରୁପରେ ଓଡିଶାର ଦୌଡରାଣୀ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି ।

ଦୂତିଙ୍କ ସହ ମୋଟ ୮ କ୍ରୀଡାବିତ୍ ଆଥଲେଟିକ୍ସ କୋର୍ ଗ୍ରୁପରେ ସ୍ଥାନ ପାଇଛନ୍ତି । ଓଡିଶାର ଏକମାତ୍ର କ୍ରୀଡାବିତ ଭାବେ ସାଇ ଦ୍ୱାରା ଗଠିତ କୋର୍ ଗ୍ରୁପ୍ ଅଫ୍ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମରେ ଦୂତି ଚାନ୍ଦ ଓଡିଶାର ଏକମାତ୍ର କ୍ରୀଡାବିତ୍ ଭାବେ ସ୍ଥାନ ପାଇଛନ୍ତି ।

Comments are closed.