ନୟାଗଡ ନାବାଳିକା ମୃତ୍ୟୁ ମାମଲାର ଯାଂଚ ପାଇଁ ୫ ଜଣିଆ ଏସଆଇଟି

ଭୁବନେଶ୍ୱର- ନୟାଗଡ ନାବାଳିକା ମୃତ୍ୟୁ ମାମଲାର ଯାଂଚ ପାଇଁ ଗଠିତ ହୋଇଛି ୫ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ-ଏସଆଇଟି । ଏସଆଇଟିର ନେତୃତ୍ୱ ନେବେ ଆଇଜି ଅରୁଣ ବୋଥ୍ରା । ଟିମ୍‌ର ଅନ୍ୟ ସଦସ୍ୟ ହେଲେ କ୍ରାଇମବ୍ରାଂଚ ଏସପି ଆର.କେ ଦୋରା, କ୍ରାଇମବ୍ରାଂଚ ଅତିରିକ୍ତ ଏସପି ଆର.ସି ଥାମ୍ବା, ଇନ୍ସପେକ୍ଟର ନରେ୍‌ନ୍ଦ୍ର ବେହେରା ଓ ମମତାରାଣୀ ପଣ୍ଡା ।

Comments are closed.