ମହାପ୍ରଭୁଙ୍କ ନାଗାର୍ଜୁନ ବେଶର କଦମ୍ବ ମାଳି ସୋସିଆଲ ମିଡିଆରେ ଭାଇରାଲ

ପୁରୀ – ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପରେ ବେଶର ସୂର୍ଯ୍ୟ ଚନ୍ଦ୍ର ଗାଏବ ହୋଇଯିବା ଘଟଣାର ଚର୍ଚ୍ଚା ବନ୍ଦ ହୋଇ ନ ଥିଲା ବେଳେ ଏବେ ବାଘଛାଲ ଓ କଦମ୍ବ ମାଳି ବାହାରକୁ ଯାଇଛି । ମହାପ୍ରଭୁଙ୍କ କଦମ୍ବ ମାଳି ଫଟୋ ସୋସିଆଲ ମିଡଆରେ ଭାଇରାଲ ହୋଇଛି । ଶ୍ରୀମନ୍ଦିରର ଜଣେ ସେବକ ନିଜ ଫେସବୁକ୍ ଆକାଉଂଟରେ ଏହି ଫଟୋ ପୋଷ୍ଟ କରିଛନ୍ତି ।

Comments are closed.