କଟକରେ ନେତାଜୀ ଜୟନ୍ତୀ ପାଳିବେ ମୁଖ୍ୟମନ୍ତ୍ରୀ, ନେତାଜୀଙ୍କ ନାଁରେ ନୂଆ ବସ୍ ଟର୍ମିନାଲର କରିବେ ଶିଳାନ୍ୟାସ

କଟକ- ନେତାଜୀ ଜୟନ୍ତୀ ଉପଲକ୍ଷେ କଟକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ଓଡିଆ ବଜାର ସ୍ଥିତ ନେତାଜୀଙ୍କ ବାସଭବନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।ଏଥିସହ କଟକ ଖାନନଗରରେ ନେତାଜୀଙ୍କ ନାଁରେ ହେବାକୁ ଥିବା ନୂଆ ବସ୍ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

Comments are closed.