Browsing Tag

Netaji Bus Terminal Cuttack

ନେତାଜୀ ବସ ଟର୍ମିନାଲ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

କଟକ- ନେତାଜୀ ବସ ଟର୍ମିନାଲ ପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ ହୋଇଛି ବାଦାମବାଡି ବାଳିକା ସ୍କୁଲ୍ । ନିକଟରେ ଥିବା ସରକାରୀ ଜମିରୁ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖ ସୁଦ୍ଧା ବିଶ୍ୱନାଥ ପଣ୍ଡିତ ପାଠାଗାର ଖାଲି କରିବାକୁ…

ନେତାଜୀ ଭାରତମାତାର ଅମୂଲ୍ୟ ରତ୍ନ: ନବୀନ

କଟକ: ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଅବସରରେ ନେତାଜୀଙ୍କୁ ତାଙ୍କର ଜନ୍ମସ୍ଥାନ କଟକରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ…

କଟକରେ ନେତାଜୀ ଜୟନ୍ତୀ ପାଳିବେ ମୁଖ୍ୟମନ୍ତ୍ରୀ, ନେତାଜୀଙ୍କ ନାଁରେ ନୂଆ ବସ୍ ଟର୍ମିନାଲର କରିବେ ଶିଳାନ୍ୟାସ

କଟକ- ନେତାଜୀ ଜୟନ୍ତୀ ଉପଲକ୍ଷେ କଟକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ଓଡିଆ ବଜାର ସ୍ଥିତ ନେତାଜୀଙ୍କ ବାସଭବନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।ଏଥିସହ କଟକ ଖାନନଗରରେ ନେତାଜୀଙ୍କ ନାଁରେ ହେବାକୁ ଥିବା ନୂଆ ବସ୍…