ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର : ଓଡିଶାରୁ ଅନ୍ୱେଷ ଶୁଭମ ପ୍ରଧାନ ପାଇବେ ପୁରସ୍କାର

ଭୁବନେଶ୍ୱର- ଏଥର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇବାକୁ ଦେଶର ୩୨ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିମଧରେ ରହିଛନ୍ତି ଓଡିଶାର ଅନ୍ୱେଷ ଶୁଭମ ପ୍ରଧାନ । ଶିକ୍ଷା କ୍ଷେତ୍ର ପାଇଁ ଶୁଭମ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଭିନ୍ନ କ୍ଷେତ୍ରରେ ବିଚକ୍ଷଣ ଦକ୍ଷତା ଥିବା ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯାଏ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିବେ ।

Comments are closed.